ସିୱେଜ ସିିିପିଂ ଜିଏମ ହତ୍ୟା ମାମଲା : ପାରାଦୀପ ଥାନାରେ ହାଜର ହେଲେ ମହିମା ମିଶ୍ରଙ୍କ ଭଣଜା ଚିନ୍ମୟ ମିଶ୍ର

38

କନକ ବ୍ୟୁରୋ : ସିୱେଜ ସିପିଂ ଜିଏମ ହତ୍ୟା ମାମଲା । ଶିଳ୍ପପତି ମହିମା ମିଶ୍ରଙ୍କ ଭଣଜା ପାରାଦୀପ ଥାନାରେ ହାଜର ହୋଇଛନ୍ତି । ଦ୍ୱିତୀୟ ଥର ପାଇଁ ତାଙ୍କ ଭଣଜା ଚିନ୍ମୟ ମିଶ୍ର ହାଜର ହୋଇଛନ୍ତି । ଚିନ୍ମୟ ମିଶ୍ରଙ୍କୁ ହାଜର ପାଇଁ ନୋଟିସ କରିଥିଲା ପାରାଦୀପ ଥାନା ପୁଲିସ । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :