ସିୱେଜ ସିପିଂ ଜିଏମ ହତ୍ୟା ମାମଲା : ପାରାଦୀପ ଥାନାରେ ହାଜର ହେଲେ ମହିମା ମିଶ୍ରଙ୍କ ଭଣଜା ଓ ଆକାଉଂଟାଂଟ

29

କନକ ବ୍ୟୁରୋ : ସିୱେଜ ସିପିଂ ଜିଏମ ହତ୍ୟା ମାମଲାରେ ପାରାଦୀପ ଥାନାରେ ହାଜର ହେଲେ ମହିମା ମିଶ୍ରଙ୍କ ଭଣଜା ଚିନ୍ମୟ ମିଶ୍ର ଓ ଆକାଉଂଟାଂଟ ରବୀନ୍ଦ୍ର ଦଳେଇ ଆଜି ଦ୍ୱିତୀୟ ଥର ପାଇଁ ଥାନାରେ ହାଜର ହୋଇଛନ୍ତି । ପୂର୍ବରୁ ହାଜର ପାଇଁ ଉଭୟଙ୍କୁ ନୋଟିସ କରିଥିଲା ପୁଲିସ ।