୩ ଦିନିଆ ରିମାଣ୍ଡରେ ଶିଳ୍ପପତି ମହିମା ମିଶ୍ର : କଟକ ବୋମାମାଡ ଘଟଣାରେ ପଚରାଉଚରା କରିବ ପୁଲିସ

35

କନକ ବ୍ୟୁରୋ : ଆଜିଠୁ ରିମାଣ୍ଡରେ ଯିବେ ମହିମା ମିଶ୍ର । ୩ ଦିନିଆ ରିମାଣ୍ଡରେ ନେବ କମିଶନରେଟ ପୁଲିସ । ରିମାଣ୍ଡରେ ନେଇ କଟକ ପ୍ରେସଛକ ବୋମାମାଡ ଘଟଣାରେ ମହିମାଙ୍କୁ ଅଧିକ ପଚରାଉଚରା କରିବ ପୁଲିସ । ୩ ଦିନିଆ ରିମାଣ୍ଡ ପାଇଁ କଟକ ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି । ଆସନ୍ତା ୧୭ରେ ତାଙ୍କୁ କୋର୍ଟରେ ହାଜର କରାବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଦେଖନ୍ତୁ ଏହି ଭିଡିଓ :