ପୁରୀ ରେଲୱେ ଓଭରବ୍ରିଜ୍ ପ୍ରସଙ୍ଗରେ ମହେଶ୍ୱରଙ୍କ ବିତର୍କିତ ବୟାନ : କହିଲେ ଉତର ଦେବ ଏନଏଚଏଆଇ

42

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ନବକଳେବର ସମୟରେ ନିର୍ମାଣ ହୋଇଥିବା ସମଯାଜପୁର ଓଭର ବ୍ରିଜରେ ଫାଟ ସୃଷ୍ଟି ହୋଇଥିବା ବେଳେ ଭିତିଭୂମି ବିକାଶ ତଦାରଖ କମିଟି ଅଧ୍ୟକ୍ଷଙ୍କୁ ଘେରିଛି କଂଗ୍ରେସ । ତେବେ ଓଭରବ୍ରିଜ ଦବିଯିବା ପ୍ରସଙ୍ଗରେ ବିତର୍କିତ ବୟାନ ଦେଇଛନ୍ତି ନବକଳେବର ଭିତିଭୂମି ତଦାରଖ କମିଟି ଅଧ୍ୟକ୍ଷ ମହେଶ୍ୱର ମହାନ୍ତି । କହିଛନ୍ତି ଏହି କାମ ରାଜପଥ ପ୍ରାଧିକରଣର । ଏଥିରେ ରାଜ୍ୟ ସରକାରଙ୍କ କିଛି କରିବାର ନାହିଁ ବୋଲି କହିଛନ୍ତି ମହେଶ୍ୱର ।