ମହାନଦୀରେ ଛତିଶଗଡ ସରକାରଙ୍କ ବ୍ୟାରେଜ ନିର୍ମାଣ ପ୍ରସଙ୍ଗ : ବିଜେପି ଦେଇଥିବା ଚିଠିର ଜବାବ ରଖିଛି ବିଜେଡି

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀରେ ଛତିଶଗଡ ସରକାରଙ୍କ ବ୍ୟାରେଜ ନିର୍ମାଣ ପ୍ରସଙ୍ଗରେ ବିଜେପି ଦେଇଥିବା ଚିଠିର ଜବାବ ରଖିଛି ବିଜେଡି। ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯଦି ଛତିଶଗଡ ସରକାର, କେଲୋ ପ୍ରକଳ୍ପ ବାବଦରେ ଓଡିଶାକୁ ଚିଠି ଲେଖିଥିଲେ ତେବେ କେନ୍ଦ୍ରୀୟ ଜଳ ଆୟୋଗ କାହିଁକି ଓଡିଶାକୁ ଆଲୋଚନା ପାଇଁ ଡାକିଲେ ନାହିଁ । ସେହିପରି ୨୦୦୯ର ଚିଠିରେ କାହିଁକି ୨୦୦୮ର ମେମୋ ଆସିଲା ଏବଂ ଏଥରୁ ଚିଠି ନମ୍ବର କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଆସନ୍ତୁ ଶୁଣିବା ବିଜେଡି ମୁଖପାତ୍ର ପ୍ରତାପ ଦେବଙ୍କ ପ୍ରତିକ୍ରିୟା :