ମହାନଦୀ ଜଳ ବିବାଦ ପ୍ରସଙ୍ଗ : ଗୋଟିଏ ମଂଚରେ ନରସିଂହ ମିଶ୍ର ଓ ପ୍ରସାଦ ହରିଚନ୍ଦନ

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ଜଳ ବିବାଦ ପ୍ରସଙ୍ଗ । ଗୋଟିଏ ମଂଚରେ ନରସିଂହ ମିଶ୍ର ଓ ପ୍ରସାଦ ହରିଚନ୍ଦନ । ଜଳ ବିବାଦ ପ୍ରସଙ୍ଗ ନେଇ କଂଗ୍ରେସର ପ୍ରେସମିଟ୍ । ୧୬ ତାରିଖରେେ ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ବନ୍ଦକୁ ସମର୍ଥନ ଦେବାକୁ ସମସ୍ତଙ୍କୁ ଆହ୍ୱାନ ଦେଲା କଂଗ୍ରେସ ।