ମହାନଦୀ ଜଳ ବିବାଦ ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବୈଠକ ଶେଷ

42

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବୈଠକ ଶେଷ । ବୈଠକ ପରେ ମୁଖ୍ୟମନ୍ତ୍ରୀ ରଖିଛନ୍ତି ପ୍ରତିକ୍ରିୟା “ଆମେ ବିସ୍ତୃତ ଆଲେଚନା କଲୁ ୧୭ ତାରିଖରେ ବୈଠକ ପାଇଁ ଆମେ ପ୍ରସ୍ତୁତ ଅଛୁ ‘। ସମସ୍ତଙ୍କ ଠାରୁ ମତାମତ ଆଉ ପରାମର୍ଶକୁ ଆମେ ସ୍ୱାଗତ କରୁଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜନୈତିକ ଦଳ, ସ୍ୱେଚ୍ଚାସେବୀ ଅନୁଷ୍ଠାନ, ବ୍ୟକ୍ତିଙ୍କ ଠାରୁ ଆମେ ପରାମର୍ଶକୁ ମଧ୍ୟ ସ୍ୱାଗତ କରିବୁ ।