ମହାନଦୀ ଜଳ ବିବାଦ ପ୍ରସଙ୍ଗ : ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ

22

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ଜଳକୁ ନେଇ ଓଡିଶା ଛତିଶଗଡ ଜଳ ବିବାଦ ପ୍ରସଙ୍ଗରେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଆରମ୍ଭ । ଦିଲ୍ଲୀ ବୈଠକ ପୂର୍ବରୁ ଓଡିଶାର ଆଭିମୁଖ୍ୟ ସଂପର୍କରେ ବୈଠକରେ ଆଲେ।ଚନା କରାଯାଇଛି । ବୈ÷ଠକରେ ୪ ମନ୍ତ୍ରୀ ଉପସ୍ଥିତ ଅଛନ୍ତି ।