ଝାରସୁଗୁଡା : ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡିର ବିକ୍ଷୋଭ । ଝାରସୁଗୁଡା ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛି ବିଜେଡି । ଧାରଣାରେ ମନ୍ତ୍ରୀ ସଂଜୟ ଦାସ ବର୍ମା, ସ୍ନେହାଙ୍ଗୀନି ଛୁରିଆ, ଏବଂ ପ୍ରଣବ ପ୍ରକାଶ ଦାସ ସାମିଲ । ମନ୍ତ୍ରୀଙ୍କ ଗସ୍ତକୁ ବିଜେପିର ବିରୋଧ । କଳାପତାକା ପ୍ରଦର୍ଶନ ଉଦ୍ୟମ ବେଳେ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସମେତ ୩୦ କର୍ମୀ ଗିରଫ ।