ମହାବିତର୍କରେ ଦେଖନ୍ତୁ ‘ରାଜନୀତିରେ ଅଣ୍ଡାମାଡ’

20

ମନ୍ତ୍ରୀଙ୍କ ପିଛା ଛାଡୁନି ଅଣ୍ଡାମାଡ। କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି କରିଛି ଅଣ୍ଡାମାଡ। ତେବେ ପ୍ରସଙ୍ଗ ଆହୁରି ଜଟିଳ ହୋଇଯାଇଛି ଯେତେବେଳେ କୃଷିମନ୍ତ୍ରୀ କହିଛନ୍ତି ପୁରୀ ରାସ୍ତାରେ ବିଜେପି କର୍ମୀ ଗଲେ ସେମାନଙ୍କୁ ମଧ୍ୟ ଅଣ୍ଡାମାଡ ହୋଇପାରେ । ଯାହା ଏକ ଖୋଲାଖୋଲି ଚ୍ୟାଲେଂଜ ସଦୃଶ ।

ତେବେ ପ୍ରଶ୍ନ ଉଠୁଛି ଗଣତନ୍ତ୍ରରେ ଅଣ୍ଡାମାଡ କେତେ ଜରୁରୀ ! ଆଉ ଏହି ଅଣ୍ଡାମାଡର ପରିସମାପ୍ତି କେଉଁଠି । ଆଉ ଏଭଳି ପ୍ରତିବାଦକୁ କିଭଳି ଗ୍ରହଣ କରନ୍ତି ସାଧାରଣ ଲୋକ । ଏମିତି ଅନେକ ବିବାଦୀୟ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଦେଖନ୍ତୁ ମହାବିତର୍କ ‘ରାଜନୀତିରେ ଅଣ୍ଡାମାଡ’ ।