ମହାବିତର୍କରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ସହ ସାକ୍ଷାତକାର

35

ଅନେକ ପ୍ରେମ କବିତାର ରଚୟିତା ସାଂସଦ ଶ୍ରୀଯୁକ୍ତ ପ୍ରସନ୍ନ ପାଟ୍ଟଶାଣୀ । ସାଧାରଣ ଜୀବନରୁ ରାଜନୀତି ସବୁଠି ବଜେଇଛନ୍ତି କବିତାର ବିଗୁଲ୍ । ଜୀବନକୁ କରିଛନ୍ତି କବିତାମୟ । କଥା କଥାକେ ସେ ଆବୃତି କରିପାରନ୍ତି ଅନେକ କବିତା । ଏକାଧାରାରେ ସେ ଜଣେ ବହୁବର୍ଣ୍ଣା । କେତେବେଳେ ସାଧାରଣ ଲୋକତ , କେତେବେଳେ ବାବା ,କେତେବେଳେ ଜଣେ ରାଜନେତା ତ କେତେବେଳେ ପୁଣି କବି ।

ଏମିତି ଅନେକ ପରିଚୟରେ ସେ ପରିଚିତ । ପ୍ରେମକୁ ନେଇ ଭାବ ରାଇଜରେ ହଜିବା ଓ ହଜେଇବାର ଯେଉଁ ପ୍ରୟାସ । ତାହା କେବଳ ପ୍ରସନ୍ନ ପାଟ୍ଟଶାଣୀ ହିଁ କରିପାରନ୍ତି । ବାବା ପ୍ରସନ୍ନ ପାଟ୍ଟଶାଣୀଙ୍କ ଏମିତି ତମାମ ଜୀବନର ଭାବ ,ଭକ୍ତି ଓ ପ୍ରେମର ସମ୍ମିଶ୍ରଣକୁ ଆସନ୍ତୁ ଜାଣିବା କନକ ନ୍ୟୁଜର ଏହି ମହାବିତର୍କରେ ।

ଦେଖନ୍ତୁ ଏହି ଭିଡିଓ –