ମହାବିତର୍କରେ ଦେଖନ୍ତୁ ‘ଦାମଙ୍କ ଦମ୍’

68

ଦାମ ଦେଖାଇଲେ ଦମ୍ । କନକ ନ୍ୟୁଜର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିବାଦୀୟ ପ୍ରଶ୍ନ ଉପରେ ବିଜେଡିର ବରିଷ୍ଠ ନେତା ରଖିଛନ୍ତି ବୟାନ୍ । ଜନତାର ପଶ୍ନ ଥିଲା ଶାସକ ଦଳରେ ରହି ଦାମ ନେଉଛନ୍ତି ବିରୋଧୀ ଭୂମିକା । ଯାହାର ଜବାବ ରଖିଛନ୍ତି ଦାମବାବୁ । ଦେଖନ୍ତୁ ଏହି ଦାମ ରାଉତଙ୍କ ସହ ମହାବିତର୍କ  ।