ପପୁଙ୍କୁ ମିଳିବ କି ବେଲ ! କାରଣ ପପୁଙ୍କ ବେଲ ପିଟିସନର ଶୁଣାଣି ଚାଲିଥିବା ବେଳେ କମ୍ପ୍ରୋମାଇଜ ପିଟିସନ ଦାଖଲ ଏବେ ଏହି ମାମଲାକୁ ନୁଆ ମୋଡ ଦେଇଛି । ତେବେ ପ୍ରକୃତରେ ପପୁଙ୍କୁ ଫସାଇ ଦିଆ ଯାଇଛି ନା ଏହି ମାମଲାର ଅଲଗା କିଛି ଦିଗ ଆଢୁଆଳରେ ରହିଛି । ଏମିତି ଅନେକ ପ୍ରଶ୍ନର ଘେରରେ ଏବେ ଏହି ମାମଲା ରହିଛି । ତେବେ ଏପରି ଏନେକ ବିତର୍କିତ ପ୍ରଶ୍ନରେ ମହାବିତର୍କ ଦେଖନ୍ତୁ ଏହି ଭିଡିଓରେ :