ଦିଲ୍ଲୀ ଏମ୍ସ ହସ୍ପିଟାଲରେ ପହଁଚିଲା ଲୁଲୁଙ୍କ ମରଶରୀର

21

କନକ ବ୍ୟୁରୋ : ମେଦାନ୍ତ ହସ୍ପିଟାଲରୁ ଏମ୍ସ ଅଣାଗଲା ଲୁଲୁଙ୍କ ମରଶରୀର । ଆନାଟୋମି ବିଭାଗରେ ଲୁଲୁଙ୍କ ମରଶରୀରରେ ଦିଆଯିବ ରାସାୟନିକ ପ୍ରଲେପ । ମରଶରୀରକୁ ଦିଲ୍ଲୀ ବିମାନ ବନ୍ଦର ଅଣାଯିବ ।