ମହଙ୍ଗା ହେଲା ରିହାତି ଗ୍ୟାସ ସିଲିଣ୍ଡର ! ବଢିଲା ୫ ଟଙ୍କା ୫୭ ପଇସା ସିଲିଣ୍ଡର ପିଛା

23

କନକ ବ୍ୟୁରୋ : ରନ୍ଧନ ଗ୍ୟାସ ହେଲା ମହଙ୍ଗା । ରିହାତିରେ ମିଲୁଥିବା ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୫ଟଙ୍କା ୫୭ ପଇସା ମହଙ୍ଗା ହୋଇଛି । ପ୍ରାୟ ୮ ମାସ ତଳେ ଏହି ଦର ୨ଟଙ୍କା ବଢିଥିଲା । ତେଲ ଦର ଓ ବିଦେଶି ମୁଦ୍ରାର ମୂଲ୍ୟକୁ ଆଧାର କରି ଏହି ଦରବୃଦ୍ଧି କରାଯାଇଥିବା ତୈଳ କମ୍ପାନୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଗୋଆ, ଉତରପ୍ରଦେଶ, ପଂଜାବ ଆଦି ରାଜ୍ୟର ବିଧାନସଭା ନିର୍ବାଚନକୁ ଆଖିରେ ରଖି ଦରବୃଦ୍ଧି କରାଯାଇ ନଥିବା କୁହାଯାଉଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-