କେତେ ପୁଷ୍ଟିକର ସରକାର ବାଂଟୁଥିବା ଛତୁଆ : ତିଆରି ଠାରୁ ବଂଟନ ଯାଏଁ, ସବୁଠି ଚାଲିଛି ହେରଫେର୍

93

କନକ ବ୍ୟୁରୋ : ଗର୍ଭବତୀ ମହିଳା ଓ ଶିଶୁଙ୍କ ପାଇଁ ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି ପୁଷ୍ଟିକର ଖାଦ୍ୟ, ଛତୁଆ । ତେବେ ଏହି ଛତୁଆ କେତେ ପୁଷ୍ଟିକର? ଏହାର ମାନ କଣ? ଗରିବ ଲୋକଙ୍କ ପାଖରେ ଏହା ପହଁଚିପାରୁଛି ନା ବାଟରେ ଦୁର୍ନୀତି ହେଉଛି । ପିଲାଙ୍କ ପାଇଁ ତିଆରି ଏହି ଛତୁଆରେ ହେଉଛି କି ବଡ ଧରଣର ସ୍କାମ୍? ଛତୁଆର ପ୍ରସ୍ତୁତି, ଏହାର ମାନ ଓ ବଂଟନ ନେଇ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛି କନକ ନ୍ୟୁଜ୍ । ଦେଖନ୍ତୁ ଏହି ରିପୋର୍ଟ –