ଡିପ୍ରେସନର ରୂପ ନେଲା ଲଘୁଚାପ

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଡିପ୍ରେସନର ରୂପ ନେଲା ଲଘୁଚାପ । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ୨୪ ଘଂଟା ମଧ୍ୟରେ ଉତର ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା । ୪୫ ରୁ ୫୦ ମିଟର ବେଗରେ ପବନ ବୋହିବା ନେଇ ରହିଛି ସମ୍ଭାବନା । ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଂକେତ ଦିଆଯାଇଛି, ପୁରୀ ସମୁଦ୍ରରେ ୩ ରୁ ୪ ମିଟର ଜୁଆର ଉଠିବାର ମଧ୍ୟ ସମ୍ଭାବନା ରହିଛି । ଆଚଂଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ଶରତ ସାହୁ କଣ କହିଛନ୍ତି ଦେଖିବା ଏହି ଭିଡିଓରେ :