ନବରଙ୍ଗପୁର : ନିଲିକୁପୁଲୀରେ ପ୍ରେମୀଯୁଗଳଙ୍କ ମୃତ୍ୟୁ

41

କନକ ବ୍ୟୁରୋ : ନବରଙ୍ଗପୁର ନିଲିକୁପୁଲୀରେ ପ୍ରେମୀଯୁଗଳଙ୍କ ମୃତ୍ୟୁ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ନିଲିକୁପୁଲୀ ପାହାଡ ନିକଟରୁ ଉଦ୍ଧାର କରାଯାଇଥିଲା । ମେଡିକାଲରେ ଉଭୟଙ୍କ ମୃତ୍ୟୁ ହୋଇଛି । ନଙ୍ଗାହାଣ୍ଡି ବ୍ଲକ ପଥରଲସା ଗାଁ ନିଳଧର ଭଦ୍ରା, ରୁକୁଣୀ ବିସୋଇ ପରସ୍ପରକୁ ଭଲ ପାଉଥିଲେ । କିନ୍ତୁ ଘର ଲୋକ ରୁକୁଣୀର ବାହାଘର ଅନ୍ୟ କେଉଁଠି ଠିକ କରି ଦେଇଥିବାରୁ ଉଭୟ ଗତକାଲି ରାତିରୁ ନିଖୋଜ ଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ନୀଳେଇକୁପୁଲୀ ପାହାଡ ନିକଟରୁ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରିଥିଲେ ।

ଏହାସହ ଦେଖନ୍ତୁ ଏହି ଭିଡିଓ :