ହିଟ୍ ହେଲା ମୋଦି ଜିଲାପି ! ନିର୍ବାଚନ ପ୍ରଚାର ପାଇଁ ଲକ୍ଷ୍ନୌରେ ବିଜପିର ଅଭିନବ ପ୍ରଚାର

47

ନିର୍ବାଚନ ପୂର୍ବରୁ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିବା ଏକ ସାଧାରଣକ କଥା । ଏବେ ଆସିଛି ନିର୍ବାଚନ ଋତୁ । ନିଜ ଆଡକୁ ଆକର୍ଷତ କରିବା ପାଇଁ ସମସ୍ତେ ଦଳ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ସେହିପରି ତ୍ତରପ୍ରଦେଶରେ ନିର୍ବାଚନକୁ ନେଇ ସବୁ ଦଳ ଜୋରସୋରରେ ପ୍ରଚାର ଅଭିଯାନ ଚଳାଇଛି । ସବୁଦଳର ଷ୍ଟାର ପ୍ରଚାରକମାନେ ଲଗାତାର ଭାବେ ରାଲି କରୁଛନ୍ତି ।

ଏମିତିରେ ଲକ୍ଷ୍ନୌରେ ବିଜେପି ସମର୍ଥକ ମାନେ ପ୍ରଚାର ପାଇଁ ନିଆରା ଉପାୟ ଅବଲମ୍ବନ କରିଛନ୍ତି । ବିଜେପିରvvv1 ସମର୍ଥକ ମାନେ ଏଠାରେ ପ୍ରଧା^ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ଓ ଦଳୀୟ ଚିହ୍ନ ପଦ୍ମ ଆକାରର ଜିଲାପି ତିଆରି କରି ପ୍ରଚାର ଅଭିଯାନ ଚଳାଇଛନ୍ତି । ଲକ୍ଷ୍ନୌର ଜଣେ ମିଠା ଦୋକାନୀ ବିଜେପିର ଏକ ବଡ ସମର୍ଥକ ଏବଂ ସେ ଏପରି ଅଭିନବ ଉପାୟରେ ପ୍ରଚାର ଅଭିଯାନ ଜାରି ରଖଛିନ୍ତି ।