ରଥାରୂଢ ହେଲେ ବଡଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା

43

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ରଥାରୂଢ ହେଲେ ବଡଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା । ତାଳଧ୍ୱଜ ରଥରେ ବିରାଜମାନ ହେଲେ ବଡଠାକୁର ବଳଭଦ୍ର । ସେପଟେ ଦେବଦଳନରେ ରଥରେ ବିରାଜମାନ ହୋଇଛନ୍ତି ଦେବୀ ସୁଭଦ୍ରା ।