ଗ୍ରିଲ ଭାଙ୍ଗି ଲୁଟ୍ ! ପୁରୀରେ ଫଟୋ ସାମ୍ବାଦିକଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିଲେ ଦୁର୍ବୃତ

24

କନକ ବ୍ୟୁରୋ : ଘରେ ପଶି ଲୁଟ୍ । ପୁରୀରେ ଫଟୋ ସାମ୍ବାଦିକଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ । ଘରର ଗ୍ରୀଲ ଭାଙ୍ଗି ବିଳମ୍ବିତ ରାତିରେ ଦୁର୍ବୃତମାନେ ଶରତ ପାତ୍ରଙ୍କ ଘରେ ପଶିଥିଲେ । ତାଙ୍କ ସ୍ତ୍ରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ସୁନା ଗହଣା ଲୁଟ୍ କରିଛନ୍ତି । ଆକ୍ରମଣରେ ଶରତ ପାତ୍ରଙ୍କ ସ୍ତ୍ରୀ ଗୁରୁତର ଭାବେ ଆହତ ହୋଇଥିବା ବେଳେ ସଦର ଥାନା ପୁଲିସ ତଦନ୍ତ ଜାରି କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –