କୃପାଜଳ ଇଂଜିନିୟରିଂ କଲେଜ ସମ୍ମୁଖ ଆନ୍ଧ୍ରବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗ

19

ସିକ୍ୟୁରିଟି ଗାର୍ଡଙ୍କୁ ହାଣି ଲକ୍ଷାଧିକ ଟଙ୍କା ଲୁଟ୍ । କୃପାଜଳ ଇଂଜିନିୟରିଂ କଲେଜ ସମ୍ମୁଖ କୌଶଲ୍ୟା ଗଙ୍ଗା ନଗର ଆନ୍ଧ୍ର ବ୍ୟାଙ୍କ ଶାଖାରୁ ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ । ୭ ଜଣ ଦୁର୍ବୃତ ପଲସରରେ ଆସି ଲୁଟ କରିଥିବା ଅଭିଯୋଗ ହୋଇଛି। ଷ୍ଟ୍ରଙ୍ଗ ରୁମରେ ପଶି ଲୁଟେରାମାନେ ସୁନା ଅଳଙ୍କାର ଲୁଟିନେଇଥିବା ସୂଚନା ମିଳିଛି । ପୁଲିସ ଘଟଣାସ୍ଥଳରେ ପହଂଚି ତନାଘନା ଆରମ୍ଭ କରିଛି ।