ଭୁବନେଶ୍ୱରରେ ସ୍ପଷ୍ଟ ଦିବାଲୋକରେ ଲୁଟ୍ : ଏକ ସୁନା ଦୋକନରୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ

27

କନକ ବ୍ୟୁରୋ : ଭୁବନେଶ୍ୱରରେ ସ୍ପଷ୍ଟ ଦିବାଲୋକରେ ଲୁଟ୍ । ମଂଚେଶ୍ୱର ଦାସରାଜ ବଜାର ଅଂଚଳରେ ଥିବା ଏକ ସୁନା ଦୋକନରୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପ୍ରାୟ ଅଢେଇ ଲକ୍ଷ ଟଙ୍କାର ମୂଲ୍ୟର ସୁନା ଗହଣା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ଏକ ବାଇକରେ ଆସି ଦୋକାନରୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି ।