ଲୋକନାଥ ମହାରଥୀ ହେଲେ ରାଜ୍ୟ ଯୁବ କଂଗ୍ରେସର ନୂଆ ସଭାପତି

30

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଲୋକନାଥ ମହାରଥୀ ହେଲେ ରାଜ୍ୟ ଯୁବ କଂଗ୍ରେସର ନୂଆ ସଭାପତି । ଏନେଇ ଅଖିଳ ଭାରତ ଯୁବ କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି । ତେବେ ପୂର୍ବ ସଭାପତି ରଜତ ଚୌଧୁରୀଙ୍କ ନିଲମ୍ବନ ପରେ ସଭାପତି ପଦବୀ ଖାଲି ଥିଲା । ଏଟି ଚିଟଫଣ୍ଡ ସହ ଲିଙ୍କ୍ ନେଇ ରଜତଙ୍କୁ ନିଲମ୍ବନ କରାଯାଇଥିଲା  ।

ଏହା ସହ କଂଗ୍ରେସରୁ ନିଲମ୍ବିତ ହେଲେ ଯୁବ ସଭାପତି ରଜତ ଚୌଧୁରୀ