ଘର ଭିତରେ ବାଘ ! ବଲାଙ୍ଗୀର କଂଟାବାଞ୍ଜି କୁରୁଲି ଗାଁରେ ଆତଙ୍କ

33

କନକ ବ୍ୟୁରୋ : ଘର ଭିତରେ ବାଘ । ବଲାଙ୍ଗୀର କଂଟାବାଞ୍ଜି କୁରୁଲି ଗାଁରେ ବାଘ ଆତଙ୍କ । ବାଘ ଆକ୍ରମଣରେ ବନବିଭାଗ କର୍ମଚାରୀ ଓ ଜଣେ ଶିଶୁ ଆହତ । ବାଘର ସନ୍ଧାନ କରି ଧରିବା ପାଇଁ ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଗାଁକୁ ଯିବ । ସମ୍ବଲପୁରର ଏହି ଟିମ୍ ବାହାରିଥିବା ସୂଚନା ମିଳିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –