ମିଳିଲା କାନାଡିଆନ ନାଗରିକ ଜନଙ୍କ ପତା ! ସୁକମା କିସ୍ତରାମ ଗାଁରେ ସୁରକ୍ଷିତ ଅଛନ୍ତି ବିଦେଶୀ

1

କନକ ବ୍ୟୁରୋ : ମିଳିଲା ନିଖୋଜ କାନାଡିଆନ ନାଗରିକ ଜନଙ୍କ ପତା । ସୁରକ୍ଷିିତ ଅଛନ୍ତି ଜନ୍ । ସୁକମା ଜିଲ୍ଲା କିସ୍ତରାମ ଗାଁରେ ଅଛନ୍ତି ଜନ୍ । ଭାଷା ନବୁଝି ପାରିବାରୁ ଗାଁ ଲୋକ ଅଟକ ରଖିଥିଲେ ବୋଲି ସୂଚନା ମିଳିଛି । ଏହି ସୂଚନା ଦେଇଛନ୍ତି ଛତିଶଗଡ ସ୍ପେଶାଲ ଡିଜି ଡିଏମ ଅଗସ୍ତି । ମାଲକାନଗିରି ସୀମାରୁ କାନାଡିଆନ ନାଗରିକଙ୍କୁ ଅପହରଣ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା । ଛତିଶଗଡ ସୁକମା ଜିଲ୍ଲାରୁ ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା ।

Comments are closed.