ଓଡିଆ ଭାଷାର ପ୍ରଚାର ପାଇଁ ରାଜ୍ୟରେ ଅନୁଷ୍ଠିତ ହେବ ଲିଟେରାରୀ ମିଟ୍

42

କନକ ବ୍ୟୁରୋ : ଟାଟା ଷ୍ଟିଲ ଓ ସମ୍ବାଦ ଗ୍ରୁପର ମିଳିତ ଉଦ୍ୟମରେ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଲିଟେରାରୀ ମିଟ୍ । ଟ୍ରାଇଡେଂଟ ହୋଟେଲରେ ଆସନ୍ତା ୨୦ ଓ ୨୧ ତାରିଖ ଦୁଇଦିନ ଧରି ଏହା ଚାଲିବ । ଓଡିଆ ଭାଷାର ପ୍ରଚାର କରିବାରେ ଏକ ଭୂମିକା ନେଉଛି ସମ୍ବାଦ । ଏବେ ଟାଟା ଷ୍ଟିଲ ଏଇ ପଦକ୍ଷେପକୁ ସ୍ୱାଗତ କରିବା ସହ ସହଯୋଗର ହାତ ବଢାଇଛି ।

ଦେଖନ୍ତୁ ଏହି ଭିଡିଓ :