ମାଲକାନଗିରି : ଆଜି ହେଉଛି ଅନ୍ତର୍ଜାତୀୟ ସାକ୍ଷରତା ଦିବସ । ପ୍ରତିଟି ଗାଁରେ ଶିକ୍ଷାର ଆଲୋକ ପହଁଚାଇବା ଲାଗି ପ୍ରଣୟନ ହୋଇଛି ଶିକ୍ଷା ଅଧିକାର ଆଇନ । ଏଥି ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ରହିଛି ଅନେକ ଯୋଜନା । ତେବେ ମାଲକାନଗିରି ଜିଲ୍ଲାରେ ଏହି ସବୁ ଯୋଜନା ବାଟ ହୁଡିଛି । ଶତାଧିକ ସ୍କୁଲ ଚାଲିଛି ଝୁପୁଡି ଘରେ । ମାଲକାନଗିରିରେ ଥିବା ଏମିତି ଏକ ବିଦ୍ୟାଳୟର ସ୍ଥିତି ଗ୍ରାଉଣ୍ଡ ଜିରୋରେ ପରଖିଛି କନକ ନ୍ୟୁଜ୍ । ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :

Comments

comments