ବାରିପଦା : ବଜ୍ରପାତ ନେଲା ୪ ଜୀବନ

25

କନକ ବ୍ୟୁରୋ : ବ୍ରଜାଘାତରେ ଚାରିଜଣଙ୍କ ମୃତ୍ୟୁ ହୋଇଛି । ବାରିପଦା ଟିକରପଡ଼ା ଓ ତେନ୍ତୁଳିଡ଼ିଗା ଗାଁର ଚାରି ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଟିକରପଡ଼ାରେ ତିନିଜଣ ମହିଳାଙ୍କ ମୃତ୍ୟୁ ଘଟଥିବା ବେଳେ ତେନ୍ତୁଳିଡ଼ିଗାରେ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଏଥିରେ ୨ ଜଣ ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲରେରେ ଭର୍ତି ହୋଇଛନ୍ତି । ଛେଳି ଚରାଇବାକୁ ଯାଇଥିବାବେଳେ ଘଡଘଡି ମାରିବାରୁ ଏହି ଅଘଟଣ ଘଟିଥିବାର ସୂଚନା ମିଳିଛି ।