ସାଧାରଣତଃ ଯଦି କୌଣସି କୁକୁର ଆମକୁ କାମୁଡି ଦିଏ ତେବେ ଆମେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ନିକଟକୁ ଯାଇଥାଉ ଆଉ ଡାକ୍ତର ଆମକୁ ଏଥିପାଇଁ ୧୪ଟି ଇଂଜେକସନ ନେବାକୁ ପରାମର୍ଶ ଦେଇଥାନ୍ତି, ସେ ବି ପୁଣି ପେଟରେ । ଯାହାଦ୍ୱାରା ଆମକୁ ବହୁତ କଷ୍ଟ ସହିବା ସହ ଅତି କମରେ ୫୦ ହଜାରରୁ କମ ଟଙ୍କା ଖର୍ଚ୍ଚ ହୋଇନଥାଏ । ତେବେ ଏଭଳି ପରିସ୍ଥିତିରେ ଭାବନ୍ତୁ ତ ଜଣେ ଗରିବ ବ୍ୟକ୍ତିଟି କିଭଳି ନିଜର ଚିକିତ୍ସା କରିପାରିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଯଦିଓ ସରକାରୀ ଡାକ୍ତରଖାନାରେ ଏହି ସୁବିଧା ବିନା କୌଣସି ଟଙ୍କାରେ ଉପଲବ୍ଧ । ହେଲେ ସରାକରୀ ଡାକ୍ତରଖାନା ସଂପର୍କରେ ଆପଣଙ୍କୁ ଭଲଭାବରେ ଜଣା ଥିବ । ଏଥିପାଇଁ ବୋଧହୁଏ ଆପଣଙ୍କୁ କିଛି କହିବା ଆବଶ୍ୟକତା ପଡିନପାରେ । କାରଣ ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରିବା ପରିବର୍ତ୍ତେ ସେମାନଙ୍କୁ ଭୟଭୀତ କରି ଅନ୍ୟ କୌଣସି ଡାକ୍ତରଖାନାକୁ ପଠାଇ ଦିଆଯାଇଥାଏ ନଚେତ୍ ମେଡିକାଲରେ ଏଥିପାଇଁ ଆବଶ୍ୟକୀୟ ମେଡିସିନ ନାହିଁ ବୋଲି କହି ଫେରାଇ ମଧ୍ୟ ଦିଆଯାଇଥାଏ ଓ ଇଂଜେକସନକୁ ବାହାରେ ବିକ୍ରି କରିଦିଆଯାଇଥାଏ ।
ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଭଳିକେକ ଔଷଧ ସଂପର୍କରେ ଜଣାଇବୁ । ଯାହାଦ୍ୱାରା ଆପଣଙ୍କୁ ଅନ୍ୟ କେଉଁଠି ଟଙ୍କା ବରବାଦ କରିବାକୁ ପଡିବ ନାହିଁ । ତେବେ କୁକୁର କାମୁଡିଲେ (ଘରୋଇ କୁକୁର ହେଉ କିମ୍ବା ଅନ୍ୟ କୌଣସି କୁକୁର) କାମୁଡିରେ ଆଦୌ ବ୍ୟସ୍ତବିବ୍ରତ ହୁଅନ୍ତୁ ନାହିଁ । କାରଣ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ । ଏଥିପାଇଁ କୁକୁର କାମୁଡିଥିବା ବ୍ୟକ୍ତି ବିଶେଷଙ୍କୁ Hydrophobinum-୨୦୦ ଏବଂ ତାର ୧୦-୧୦ ମିନିଟ ଅନ୍ତରରେ ଜିଭରେ ତିନୋଟି ଲେଖାଏଁ ଡ୍ରପ ପକାନ୍ତୁ ।
ଏହାଦ୍ୱାରା ଯେତେବି ପାଗଳ କୁକୁର କାମୁଡି ଥାଉ ନା କାହିଁକି ଏହି ଔଷଧ ସେବନ କରିବା ମାତ୍ରକେ ତାର ବିଷ ଗାଏବ ହୋଇଯାଇଥାଏ । ବଡ କଥା ହେଲା – ଏହି ଔଷଧ ସେବନ କରିବା ପରେ ଆପଣଙ୍କୁ ଆଉ ୧୪ଟି ଇଂଜେକସନ ନେବାକୁ ପଡିବ ନାହିଁ । ତେବେ ଏହି ଔଷଧକୁ ଖରା ଏବଂ ଥଣ୍ଡାରୁ ଦୂରେଇ ରଖିବାକୁ ହେବ । ଅର୍ଥାତ୍ ଏହି ଔଷଧକୁ ଏକ ସୁରକ୍ଷିତ ସ୍ଥାନରେ ରଖିବାକୁ ପଡିବ ।