ଅଧିକାଂଶ ସମୟରେ ଗୋଟିଏ କଥାକୁ ନେଇ ଝଗଡା ହୋଇଥାଏ କି କିଏ ବେଶି ଶୁଅନ୍ତି ପୁରୁଷମାନେ ନା ମହିଳାମାନେ । ତେବେ ଯଦି ଆପଣଙ୍କ ମତରେ ମହିଳାମାନେ ହିଁ ଅଧିକ ସମୟ ଶୋଇଥାନ୍ତି ତେବେ ଏହା କୌଣସି ଭୁଲ୍ ଉତ୍ତର ନୁହେଁ । ଆଜ୍ଞା ହଁ ! ଏହାକୁ ମଧ୍ୟ ଗବେଷକମାନେ ପ୍ରମାଣିତ କରିସାରିଛନ୍ତି ।

ଗବେଷକଙ୍କ ମତରେ, ମହିଳାମାନଙ୍କ ମସ୍ତିସ୍କ ବହୁତ ଅଧିକ କମଲେକ୍ସ ଅଟେ । ଏଥିସହିତ ମଧ୍ୟ ସବୁବେଳେ ସକ୍ରିୟ ଅଟେ । ଖାଲି ସେତିକି ନୁହେଁ ମହିଳାଙ୍କ ମସ୍ତିସ୍କ ପୁରୁଷଙ୍କ ମସ୍ତିସ୍କଠାରୁ ଅଧିକ କଠିନ କାମ କରିଥାଏ । ସେଥିପାଇଁ ତ ମହିଳାମାନଙ୍କୁ ବହୁପ୍ରତିଭାର ଅଧିକାରୀ ବୋଲି କୁହାଯାଏ ।

ଏହାବ୍ୟତୀତ ମହିଳାମାନେ ପୁରୁଷଙ୍କଠାରୁ ଖୁବ୍ ଶୀଘ୍ର ତଥ୍ୟ ପାସ୍ କରିଥାନ୍ତି । ତେଣୁ ସବୁବେଳେ ସକ୍ରିୟ ରହିବା କାରଣରୁ ମସ୍ତିସ୍କର ଆରାମ ମଧ୍ୟ ଜରୁରୀ ଅଟେ । ଯେଉଁଥି ପାଇଁ କି ମହିଳାମାନେ ଦୀର୍ଘ ସମୟ ଧରି ଶୋଇଥାନ୍ତି । ତେବେ ବର୍ତ୍ତମାନ ଆପଣ ବୁଝିପାରିଥିବେ କି ମହିଳାମାନଙ୍କ ପାଇଁ ଶୋଇବା କେତେ ଜରୁରୀ ଅଟେ ଏବଂ ମହିଳାମାନେ କାହିଁକି ଅଧିକ ସମୟ ଶୋଇଥାନ୍ତି ।

ଏହାସହ ମଧ୍ୟ ପଢନ୍ତୁ-ଶୋଇବା ପୂର୍ବରୁ ଗାଧୋଇବା ଦ୍ୱାରା ମିଳିଥାଏ ୫ଟି ଫାଇଦା ! ଜାଣନ୍ତୁ