ଚର୍ମ ରୋଗୀଙ୍କ ପାଇଁ ରାମବାଣ ସଦୃଶ କାମ କରେ ମିଶ୍ରି ! ଆସନ୍ତୁ ଜାଣିବା ଏହାର କିଛି ଔଷଧୀୟ ଗୁଣ ସଂପର୍କରେ

98

ମିଶ୍ରିର ସୁଦ୍ଧତା କାରଣରୁ ଏହାକୁ ଦେବାଦେବୀଙ୍କ ପୂଜାରେ ବ୍ୟବହାର କରାଯାଏ । କେବଳ ସ୍ୱାଦରେ ଏହା ମିଠା ନୁହେଁ ବରଂ ଏହାର ଅନେକ ଫାଇଦା ମଧ୍ୟ ରହିଛି । ତେବେ ଚାଲନ୍ତୁ ଜାଣିବା ମିଶ୍ରିର ଉପକାରୀତା ବିଷୟରେ ।

• ମିଶ୍ରିକୁ ଦୁଗ୍ଧ ସହିତ ମିଶାଇ ଖାଇବା ଦ୍ୱାରା ଯୌନ ସମ୍ବଦ୍ଧିତ ସମସ୍ୟା ଦୂର ହୋଇଥାଏ ଏବଂ ଏହା ସଂପର୍କିତ ସମସ୍ତ ଫାଇଦା ମିଳିଥାଏ ।

• ଗଳା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ । ଦୀର୍ଘଦିନ ଧରି ଗଳାରେ କଫ ଆଦି ସମସ୍ୟା ଦେଖା ଦେଇଥିଲେ ମିଶ୍ରିକୁ ଖାଆନ୍ତୁ । ଏହା ଦ୍ୱାରା ସମସ୍ୟା ଦୂର ହୋଇଥାଏ । ଏହାକୁ ଜଳରେ ମିଶାଇ ପିଇବା ଦ୍ୱାରା ଆରାମ ମିଳିଥାଏ । ଏହା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ଏହା ସହିତ ତାଜା ଅନୁଭୂତି ହୋଇଥାଏ ଏବଂ କିଛି ସମୟ ପର୍ଯ୍ୟନ୍ତ ଗରମ ଲାଗି ନଥାଏ ।

• ଯଦି ପାଟିରେ ଘା’ ହୋଇଥାଏ ତେବେ ମିଶ୍ରିକୁ ଗୁଜୁୁରାତି ସହିତ ମିଶାଇ ପେଷ୍ଟ ପ୍ରସ୍ତୁତ କରି ଲଗାନ୍ତୁ ।

• ପାଦ ଜଳାପୋଡ଼ା ହେଉଥିଲେ ଲହୁଣୀ ସହିତ ମିଶ୍ରିକୁ ସମାନ ପରିବାଣରେ ମିଶାଇ ଲଗାନ୍ତୁ ।