ଆପଣଙ୍କୁ ଦଶଟି ପ୍ରଶ୍ନ ! ଆଉ ଜାଣନ୍ତୁ ଆପଣଙ୍କ ପ୍ରେମ ସଂପର୍କ କେତେ ଗଭୀର

286

‘ଆଇ ଲଭ୍ ୟୁ’ ହେଉଛି ପ୍ରେମର ପ୍ରଥମ ସଫଳ ପାହାଚ । ଜଣେ ଯେତେବେଳେ ଆଉ ଜଣକୁ ଏହି ସଂଳାପଟି କହେ ବୁଝିବାକୁ ପଡ଼େ ସେ ପ୍ରେମରେ ପଡ଼ିଛି । କିନ୍ତୁ ଜାଣନ୍ତି କି ଏହି ତିନିଟି ଶବ୍ଦ କହିଦେଲେ କଥା ସରି ଯାଏ ନାହିଁ । ଏହି ଶଦ୍ଦକୁ କହିବା ଓ କରିବା ପଛରେ ଆପଣଙ୍କ ପାର୍ଟନରଙ୍କ ଆପଣଙ୍କ ପ୍ରତି ଭଲ ପାଇବା କେତେ ରହିଛି । କେବେ ଏକଥା ଚିନ୍ତା କରିଛନ୍ତି କି ? ଯଦି ନା ତେବେ ଏସଂପର୍କରେ ତଥା ଆପଣଙ୍କ ପ୍ରେମର ଗଭୀରତା ଜାଣିବା ପାଇଁ ଆଜି ଆମେ ଆପଣଙ୍କୁ ୧୦ଟି ପ୍ରଶ୍ନ କରିବୁ  ଯାହା ଆପଣ ପ୍ରୟୋଗ କରିବା ଦ୍ୱାରା ଆପଣ ଜାଣିପାରିବେ ଆପଣ ଆପଣଙ୍କ ପାର୍ଟନରଙ୍କୁ କେତେ ଆଉ ସେ ଆପଣଙ୍କୁ କେତେ ଭଲ ପାଆନ୍ତି ।

୧.  ଆପଣଙ୍କୁ ପ୍ରେମ କେବେ ହେଲା ?
(କ) ପ୍ରଥମ ଦେଖାରେ (ଖ) ଅଲଗା ସମୟରେ
(ଗ) କେବେ ହେଲା ଜାଣି ନାହିଁ (ଘ) ଜଣାନାହିଁ କେବେ ପ୍ରେମ ହେଇନି

ଉତ୍ତର – କ (୩୦), ଖ (୧୦), ଗ(୨୦), ଘ (୦)

୨.  ଆପଣଙ୍କ ବେଶି ରୁଚା କେଉଁଥିରେ ?
(କ) ପଶୁ (ଖ) ସଂପର୍କ
(ଗ) ଶିକ୍ଷା (ଘ) ଟଙ୍କା

ଉତ୍ତର – କ (୨୦), ଖ (୩୦), ଗ (୧୦), ଘ (୦)

୩.  ଆପଣଙ୍କ ପାଇଁ ସବୁଠୁ ବେଶି ଜରୁରୀ କଣ ?
(କ) ଆପଣଙ୍କ ପ୍ରେମ (ଖ) ଆପଣଙ୍କ ଲକ୍ଷ୍ୟ
(ଗ) ଆପଣଙ୍କ ସମ୍ମାନ (ଘ) ଟଙ୍କା

ଉତ୍ତର – କ (୨୦),ଖ (୩୦),ଗ (୧୦),ଘ (୦)

୪.  ଆପଣଙ୍କ ପ୍ରେମ ପାଇଁ ଉପହାର ଚୟନ କଲେ କଣ ନେବେ ?
(କ) ସବୁଠାରୁ ଅଲଗା ଉପହାର (ଖ)ଏମିତି ଜିନିଷ ଯାହା କାମରେ ଲାଗୁଥିବ
(ଗ) ଯାହା ତାଙ୍କୁ ପସନ୍ଦ ଥିବ (ଘ) ଶସ୍ତାରେ କୌଣସି ପ୍ରକାର ଉପହାର

ଉତ୍ତର – କ (୨୦), ଖ (୧୦), ଗ (୩୦), ଘ (୦)

୫.  ଆପଣ କିଭଳି ପ୍ରେମିକ ବା ପ୍ରେମିକା ?
(କ) ସ୍ୱାର୍ଥପର (ଖ) ରୋମାଂଟିକ
(ଗ) ଭଲ ସାଙ୍ଗ (ଘ) କ୍ରୋଧୀ

ଉତ୍ତର –  କ (୦), ଖ (୩୦), ଗ (୨୦), ଘ (୦)

୬.  ଆପଣ ଆପଣଙ୍କ ପ୍ରେମକୁ କେବେ ପ୍ରକାଶ କରିବାକୁ ଚାହିଁବେ ଯେ ଆପଣ ତାଙ୍କୁ କେତେ ପ୍ରେମ କରନ୍ତି ?
(କ) ଯେତେବେଳେ ସେ ଆପଣଙ୍କ ବିଶ୍ୱାସ ଜିତିବେ ଓ ଆପଣଙ୍କୁ ସମ୍ମାନ ଦେବେ
(ଖ) ଯେତେବେଳେ ସେ ଆପଣଙ୍କ ଆଖପାଖରେ ରହିବାରେ ଖୁସି ଅନୁଭବ କରିବେ
(ଗ) ଯେତେବେଳେ ଆପଣଙ୍କ ଲାଗିବ ଯେ ଆପଣ ସତରେ ତାଙ୍କୁ ଭଲ ପାଆନ୍ତି
(ଘ) କେବେ ବି ନୁହେଁ ଏସବୁ ଆପଣକ୍ଟଙ୍କ ଦ୍ୱାରା ହେବ ନାହିଁ

ଉତ୍ତର –  କ (୧୦), ଖ (୩୦), ଗ (୨୦), ଘ (୦)

୭.  ଏକ ଭଲ ପ୍ରେମୀଯୁଗଳ କଣ ଆବଶ୍ୟକ ଏଥିରେ ଆପଣଙ୍କ ମତ ?
(କ) ବିଶ୍ୱାସ,କାରଣ ଆପଣ ତାଙ୍କ ସହ ସବୁକଥା ସେୟାର କରି ପାରିବେ
(ଖ) ପ୍ରେମୀଯୁଗଳ ଅର୍ଥ ସମୟ ନଷ୍ଟ କରିବା
(ଗ) ଯୋଡିଦାର ହେବା ପରେ ଜୀବନ ଓ ସଂପର୍କ ଆଜାଦ୍ ହୋଇଥାଏ
(ଘ) ପ୍ରେମ ସବୁବେଳେ ରହେ

ଉତ୍ତର – କ (୨୦), ଖ (୦), ଗ (୧୦), ଘ (୩୦)

୮.  ଯଦି ଆପଣଙ୍କ ପ୍ରେମ ଆପଣଙ୍କ ଅଜଣାତରେ ତାଙ୍କୁ କ୍ଷତି ପହଂଚାଏ ତ ଆପଣ କଣ କରବେ ?
(କ)ଏମିତି ହେବ ନାହିଁ,
(ଖ) ଅପେକ୍ଷା କରିବେ ସେ ଯେପରି କ୍ଷମା ମାଗିବା ସହ କାରଣ ଜଣାଇବେ
(ଗ) ପ୍ରତିଶୋଧ ନେବେ ଏଥିସହ ଭାଉ ଦେବ ନାହିଁ
(ଘ) କ୍ଷମା କରିଦେବ ଆଉ କୌଣସି ପ୍ରକାର ଜିନିଷ ଏପ୍ରେମକୁ କମ୍ କରି ପାରିବ ନାହିଁ

ଉତ୍ତର –  କ (୧୦), ଖ (୨୦), ଗ (୦), ଘ (୩୦)

୯.  ଆପଣ ତାଙ୍କୁ କେତେ ବେଳେ ମନେପକାନ୍ତି ?
(କ) କେବେ କେମିତି ଭାବନ୍ତି (ଖ) କିଛି ଖାସ ସମୟରେ
(ଗ) ତାଙ୍କ ଭାବନା ଆପଣଙ୍କ ହୃଦୟରୁ କେବେ ଲିଭିନି
(ଘ) ଫାଙ୍କା ସମୟରେ

ଉତ୍ତର –  କ (୧୦), ଖ (୨୦), ଗ (୩୦), ଘ (୦)

୧୦.  ଯେତେବେଳେ ଆପଣଙ୍କ ସହ ଆପଣଙ୍କ ପ୍ରେମିକ ବା ପ୍ରେମିକା ନ ଥାନ୍ତି ଆପଣଙ୍କ କଣ ଅନୁଭବ କରନ୍ତି ?
(କ) ବହୁତ ଖରାପ ଲାଗେ ଓ ତାଙ୍କୁ ଦେଖାକରିବାକୁ ଚେଷ୍ଟା କରନ୍ତି
(ଖ) ଦିନସାରା ଦେଖାକରିଥିବା କିଛି ଅନ୍ତରଙ୍ଗ ମୁହୁର୍ତ୍ତକୁ ମନେ ପକାନ୍ତି
(ଗ) କିଛି ଫରକ୍ ପଡେ ନାହିଁ
(ଘ) କେବେ କେବେ ଖରାପ ଲାଗେ କିନ୍ତୁ ଦେଖା କରିବାକୁ ଇଚ୍ଛା କରନ୍ତି ନାହିଁ

ଉତ୍ତର – କ (୨୦), ଖ (୩୦), ଗ (୦), ଘ (୧୦)

ଫଳାଫଳ

•  ଯଦି ଆପଣଙ୍କ ଉତ୍ତର ୦-୬୦
ଆପଣ ତାଙ୍କୁ ପ୍ରେମ କରନ୍ତି ନାହିଁ । ଆପଣ ଭାବନ୍ତି କି ଭାବନା ଓ ପ୍ରେମ ଦେଖାଇବା ଏକ କମଜୋରି । ଆପଣ ମାନନ୍ତୁ କି ନମାନନ୍ତୁ ଆପଣଙ୍କ ଜୀନବ ସଂପୂର୍ଣ୍ଣ ଶୂନ୍ୟ ଅଟେ । ଯାହାକୁ ଆପଣ ଚାହିଁଲେ ପୂର୍ଣ୍ଣ କରିପାରିବେ ନାହିଁ ।
•  ଯଦି ଆପଣଙ୍କ ଉତ୍ତର ୭୦-୧୫୦
ଆପଣ ତାଙ୍କୁ ବହୁତ କମ ଭଲ ପାଆନ୍ତି । ଆପଣ ତାଙ୍କ ସହ ଖାଲି ଏମିତି ରୁହନ୍ତି କି ଆପଣଙ୍କୁ ସେ କେବଳ କିଛି ସମୟ ଦରକାର ଅଛି । ଆପଣ ଖାଲି ପ୍ରେମକୁ ଅନୁଭବ କରନ୍ତି ମାତ୍ର ଇଚ୍ଛା କରନ୍ତି ନାହିଁ । କେବଳ ଦେଖେଇ ହେବା ପାଇଁ ପ୍ରେମ କରନ୍ତି ।
•  ଯଦି ଆପଣଙ୍କ ଉତ୍ତର ୧୬୦- ୨୪୦
ଆପଣଙ୍କ ପ୍ରେମ ବଦୁତ ବେଶୀ । ଆପଣ ଆପଣଙ୍କର ଗୋଟିଏ ପନ୍ଥା  କି ଆପଣ ତାଙ୍କୁ  ସବୁଠାରୁ ବେଶୀ ପ୍ରେମ କରନ୍ତି । ଆପଣ ଆପଣଙ୍କ ପ୍ରେମ ସଂପର୍କକୁ ସବୁଠାରୁ ଭଲ ବନାଇବାକୁ ଚେଷ୍ଟା କରନ୍ତି । ଆପଣଙ୍କ ପାଇଁ ଆପଣଙ୍କ ପ୍ରେମ ଯେ ଖାଲି ମୁହୂର୍ତ୍ତ ତାହା ନୁହେଁ ବରଂ ବଂଚିବାର ଉଦ୍ଦେଶ୍ୟ ।
•  ଯଦି ଆପଣଙ୍କ ଉତ୍ତର ୨୫୦-୩୦୦
ଆପଣଙ୍କୁ ଶୁଭେଚ୍ଛା ଜଣାଉଛୁ । କାରଣ ଆପଣ ଏହି ପରୀକ୍ଷାରେ ସଫଳ ହୋଇଛନ୍ତି । ଅର୍ଥାତ୍ ଆପଣଙ୍କ ପ୍ରେମ ବହୁତ ବେଶୀ ଗଭୀର । କେବେ ବି ସରିବ ନାହିଁ । ପ୍ରେମ ମାମଲାରେ ଆପଣ ଖୁବ୍ ଭଲ ଅଟନ୍ତି । ଆପଣ ଆପଣଙ୍କ ଭଲ ପାଇବାର ହକଦାର ଅଟନ୍ତି । ଆପଣ ଜାଣନ୍ତି ସଂପର୍କ ଯେତେବି ପୁରୁଣା ହେଉନା କାହିଁକି ପ୍ରେମ କେବେବି କମ ହୋଇ ନଥାଏ ।