ସାବଧାନ ! ଅତ୍ୟଧିକ ଚିନ୍ତା ମଣିଷକୁ ବୟସ୍କ କରିଦିଏ

33

ଆଜିକାଲି ମଣିଷ ସବୁବେଳେ କୈାଣସି ନା କୈାଣସି ବିଷୟକୁ ନେଇ ଚିନ୍ତିତ ରହୁଛି । ଆଉ ଅନେକ ରୋଗର ଶିକାର ହେଉଛି । ଅଳ୍ପ ବୟସରଙ୍କ ବି ବୟସ୍କ ପରି ହେଇଯାଉଛି ।

ପୈାଷ୍ଟିକ ଖାଦ୍ୟ,ବ୍ୟାୟାମ ,ଶାନ୍ତ ଓ ସ୍ୱଚ୍ଛ ବାତାବରଣ , ମସାଜ ଆଦି ସୈାନ୍ଦର୍ଯ୍ୟକୁ ବଢାଇବାରେ ସହାୟକ ହୋଇଥାଏ । କିନ୍ତୁ ଆପଣ ଯଦି ଚିନ୍ତାରେ ରହୁଛନ୍ତି ତ ଏହି ସବୁ ସୈାନ୍ଦର୍ଯ୍ୟ ବର୍ଦ୍ଧକ ଉପାୟ କାମରେ ଆସିବ ନାହିଁ । ଏହା ଆପଣଙ୍କୁ ବୟସ୍କ କରିଦେବ । ପ୍ରକୃତରେ ଚିନ୍ତାର କାରଣରୁ ରକ୍ତ ପରିଚାଳନା ଠିକରେ ହୁଏ ନାହିଁ । ତ୍ୱଚାରେ ଚମକ କମିଯାଏ । ବାରମ୍ବାର ଚିନ୍ତାରେ ରହିବା ଦ୍ୱାରା ଶରୀର ଉପରେ ପ୍ରଭାବ ପଡେ । କେଶ ଧଳା ହେବାର ଦେଖାଯାଏ ।

ଏହାର ପ୍ରତିକାର –
ଏହି ସମସ୍ୟାରୁ ମୁକ୍ତି ପାଇଁ ଭିଟାମିନ ଓ ଖଣିଜ ଦ୍ରବ୍ୟରେ ଭରପୂର ଖାଦ୍ୟ ଖାଇବା ଉଚିତ୍ । ଅଧିକ ମାତ୍ରାରେ ଚିନି , ତୈଳ ଜାତୀୟ ଖାଦ୍ୟ ଖାଇବା ଓ ଫାଷ୍ଟଫୁଡ ଖାଇବାରୁ ନିବୃତ ରହିବା ଉଚିତ୍ । ସବୁଠୁ ବଡ ମହୋଷଧୀ ହେଲା ସବୁବେଳେ ଖୁସି ରୁହ । ପ୍ରତି ଜିନିଷକୁ ହାଲକା ଭାବେ ନିଅ ।