ନିୟମ ଅଛି, ମାନିବାକୁ ନାରାଜ : ସୁନ୍ଦରଗଡରେ ଦେଶୀଭାଟି ଲାଇସେନ୍ସ ନବୀକରଣ ପାଇଁ ଜିଲ୍ଲା ସ୍ତରରେ ପ୍ରକ୍ରିୟା

35

ସୁନ୍ଦରଗଡ : ମଦ ଓ ମଦୁଆଙ୍କୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ଚଂଚକତା ଅଭିଯୋଗ । ସୁନ୍ଦରଗଡରେ ମଦ ଦୋକାନ ଲାଇସେନ୍ସ ନବୀକରଣ ପାଇଁ ଜିଲ୍ଲାପାଳଙ୍କ ବିଜ୍ଞପ୍ତି । ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବାରୁ ହୋଇପାରିବାନି ଗ୍ରାମସଭା । ଆଉ ପ୍ରସ୍ତାବକୁ ଅନୁମୋଦିତ ବୋଲି ଧରିନିଆଗଲା । ତେବେ ପ୍ରଶ୍ନ ଉଠୁଛି, ଜିଲ୍ଲାର ନିର୍ବାଚନ ଅଧିକାରୀ ଖୋଦ ଜିଲ୍ଲାପାଳ ହୋଇଥିବାବେଳେ ବିଜ୍ଞପ୍ତିିକୁ ବାତିଲ କଲେନାହିଁ କାହିଁକି ? କାହା ସ୍ୱାର୍ଥରେ ନବୀକରଣ ହେଲା ମଦ ଦୋକାନ ଲାଇସେନ୍ସ?

ଏହା ସହ ଦେଖନ୍ତୁ ଏହି ଭିଡିଓ –