ରାଜନୀତିରେ ଲେଖାଶ୍ରୀ ବିବାଦ

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କନକ ନ୍ୟୁଜର ଷ୍ଟୁଡିଓ ବିତର୍କକୁ ନେଇ ରାଜ୍ୟ ରାଜନୀତିରେ ଝଡ । ବିଜେଡି ବନାମ ବିଜେପି । ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କ ପତ୍ନୀଙ୍କୁ ଦେହ ବେପାର କରିବାକୁ ପଡୁଛି ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂଘାରଙ୍କ ବୟାନ ପରେ ରାଜଭବନ ଘେରାଉ ସହ ଥାନାରେ ଏତଲା ଦେଇଛି ବିଜେଡି । ଦଳର ମହିଳା ମୋର୍ଚ୍ଚା ଦାବି କରିଛି ବିଜେପି କ୍ଷମା ମାଗୁ ଏବଂ ଲେଖାଶ୍ରୀଙ୍କୁ ଗିରଫ କରାଯାଉ । ସେପଟେ ଲେଖାଶ୍ରୀ କହିଛନ୍ତି ସେ କୌଣସି ଭୁଲ କଥା କହିନାହାନ୍ତି ଏବଂ କ୍ଷମା ମାଗିବାର ପ୍ରଶ୍ନ ଉଠୁନି ।

ଏହା ସହ ବିବାଦରେ ବିଜେପି ନେତ୍ରୀ