ସାଂଘାତିକ ଥିଲା ସୁଙ୍କି ବିସ୍ଫୋରଣ ! ୨୦ ଫୁଟ୍ ଉପରେ ଗଛରେ ଲାଗିଛି ଯବାନଙ୍କ ପୋଷାକ

26

କନକ ବ୍ୟୁରୋ : ସାଂଘାତିକ ଥିଲା ସୁଙ୍କି ବିସ୍ଫୋରଣ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଓଏସଏପି ଭ୍ୟାନଟି ୨୦ ଫୁଟ ଉପରକୁ ଉଠିଯାଇଥିଲା । ଭ୍ୟାନଟି ଛିନ ଛତର ହୋଇ ଚାରିଆଡେ ପଡି ରହିଛି । ଗଛ ଉପରେ ଏବେ ବି ଯବାନଙ୍କ ପୋଷାକ ଲାଗିରହିଛି । ଭୟାନକ ଥିଲା ଲ୍ୟାଣ୍ଡମାଇନ ବିସ୍ଫୋରଣ । ବିସ୍ଫୋରଣ ସ୍ଥଳରେ ମାଟି ୪ରୁ ୫ ଫୁଟ ତଳକୁ ଦବି ଯାଇଥିଲା । ଲ୍ୟାଣ୍ଡମାଇନ ବିସ୍ଫୋରଣ ହେବା ସମୟରେ ସ୍ଥାନୀୟ ଅଂଚଳରେ ଏକ ବିରାଟ ଶଦ୍ଦ ହୋଇଥିଲା ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :