ଫ୍ଲୋରରେ ରୋମାଂଟିକ୍ କମେଡି ସିନେମା, ଲାଲି କି ସାଦି ମେ ଲଡୁ ଦିୱାନା !

89

ଫ୍ରାଇଡେ ରିଲିଜରେ ଆଜି ପରଦାକୁ ଆସୁଛି ‘ଲାଲି କି ସାଦି ମେ ଲଡୁ ଦିୱାନା’ । ନାଁରୁ ଜଣାପଡୁଛି ଏହା ଏକ କମେଡି ସିନେମା । ସିନେମାର ମୁଖ୍ୟରେ ଅଛନ୍ତି ଗୁରମିତ୍ ଚୌଧୁରୀ, ଭିଭାନ ଶାହା ଏବଂ ଅକ୍ସରା ହାସନ । ଏଥିସହ ଏକାଧିକ କମେଡି ଷ୍ଟାରଙ୍କୁ ବି ଦେଖିବାକୁ ମିଳିବ ସିନେମାରେ । ଏପଟେ ରିଲିଜ୍ ହୋଇଛି ଅପ୍ କମିଂ ସିନେମା- ହିନ୍ଦି ମିଡିୟମର ଟ୍ରେଲର । ସିନେମାର ଲିଡରେ ନଜର ଆସିଛନ୍ତି ଭର୍ସାଟାଇଲ୍ ଆକ୍ଟର ଇରଫାନ୍ ଖାନ୍ । ସିନେମାରେ ରହିଛି ଏକ ଭିନ୍ନ ଧରଣର କାହାଣୀ । ନିର୍ଦ୍ଦେଶନା ଦେଇଛନ୍ତି ସାକେତ ଚୌଧୁରୀ ।