ଭୁବନେଶ୍ୱର : ଲାଲଚାନ୍ଦ ଜୁଏଲର୍ସ ତରଫରୁ ନିୟୁ ମାରିୟନ ହୋଟେଲଠାରେ ଅନୁଷ୍ଠିତ ହେଲା ଲକ୍ଷପତି ଲକି ଡ୍ର

32

କନକ ବ୍ୟୁରୋ : ଲାଲଚାନ୍ଦ ଜୁଏଲର୍ସର ଲକ୍ଷପତି ଲକି ଡ୍ର ଭୁବନେଶ୍ୱର ନିୟୁ ମାରିୟନ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି । ୨୦୧୬ ଜୁଲାଇ ମାସରୁ ଡିସେମ୍ବର ମଧ୍ୟରେ ଲାଲଚାନ୍ଦରେ ସୁନା କିଣିଥିବା ଗ୍ରାହକମାନଙ୍କ ମଧ୍ୟରେ ଏହି ଲକି ଡ୍ର କରାଯାଇଥିଲା । ଏଥିରେ ଜିତିଥିବା ଲକି ଗ୍ରାହକଙ୍କୁ ସିନେ ଅଭିନେତ୍ରୀ ଅର୍ଚିତା ସାହୁ ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ ।