ଲହୁଣିପଡା ଥାନା ଅନ୍ତର୍ଗତ ଦଜିଂଠାରେ ସଡକ ଦୁର୍ଘଟଣା : ୩୦ ଫୁଟ ତଳକୁ ଖସିପଡିଛି ୧୦ ଚକିଆ ଟ୍ରକ

55

ସୁନ୍ଦରଗଡ : ସୁନ୍ଦରଗଡ ଲହୁଣିପଡା ଥାନା ଅନ୍ତର୍ଗତ ଦଜିଂଠାରେ ସଡକ ଦୁର୍ଘଟଣା । ୩୦ ଫୁଟ ତଳକୁ ଖସିପଡିଛି ଏକ ୧୦ ଚକିଆ ଟ୍ରକ । ଟ୍ରକ ବାଇକ ଆରୋହୀକୁ ଧକ୍କା ଦେଇ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା । ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଗାଡିର ଡ୍ରାଇଭର ଫେରାର ଥିବା ଜଣାପଡିଛି । ଏହି ଘଟଣାକୁ ନେଇ ଦଜିଂଠାରେ ୧୪୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ ସ୍ଥାନୀୟ ଲୋକେ ।