ପୁରୀ ବାଲିସାହିରେ ମୁମୂର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର : ମେଡିକାଲରେ ଭର୍ତି

38

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ମୁମୂର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର । ପୁରୀ ବାଲିସାହିରେ ଅଚେତ ଅବସ୍ଥାରେ ଜଣେ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ମେଡିକାଲରେ ଭର୍ତି କରାଯାଇଛି । ଯୁବତୀଙ୍କ ସହ ଦୁଷ୍କର୍ମ କରାଯାଇଥିବା ସନ୍ଦେହ କରାଯାଉଛି । ଉଦ୍ଧାର ଯୁବତୀଙ୍କ ବୟସ ୨୦ବର୍ଷ ପାଖାପାଖି ହେବ । ଯୁବତୀ ଜଣକ ବାଲେଶ୍ୱରର ଜଳେଶ୍ୱର ଅଂଚଳର ବୋଲି ଜଣାପଡିଛି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :