ଟିକେଟ୍ ଟିକେଟ୍ . . . ପାହାଡି ଇଲାକାର ସହରୀ ବସରେ ମହିଳା କଣ୍ଡକ୍ଟର

21

କୋରାପୁଟ : ଏମ.ମହେଶ୍ୱରୀ ପଟ୍ଟନାୟକ । ପଛୁଆ ଜିଲ୍ଲାର ଆଗୁଆ ମହିଳା । ଆଦିବାସୀ ଅଧୂଷିତ କୋରାପୁଟ ଅଂଚଳର ଏମ.ମହେଶ୍ୱରୀ ଅନ୍ୟମାନଙ୍କ ପାଇଁ ପାଟଲିଛନ୍ତି ଉଦହାରଣ । ଆତ୍ମନିର୍ଭରଶୀଳ ପାଇଁ ସେ ଘରୁ ଗୋଡ କାଢିଛନ୍ତି । ଯୁକ୍ତ-୨ ବାଣିଜ୍ୟରେ ପାସ୍ କରିବା ପରେ ବାଛିଛନ୍ତି କଣ୍ଡକ୍ଟର ବୃତି । ସରକାରଙ୍କ ପକ୍ଷରୁ କୋରାପୁଟରେ ଆରମ୍ଭ ହୋଇଥିବା ସିଟି ବସ୍ ସେବାରେ ସେ କଣ୍ଡକ୍ଟର ଦାୟିତ୍ୱ ତୁଲାଉଛନ୍ତି । ତେବେ ଏନେଇ କଣ କୁହନ୍ତି ଏମ.ମହେଶ୍ୱରୀ ଦେଖନ୍ତୁ ଏହି ଭିଡିଓ :