ଖୁଚୁରା ଟଙ୍କା ପାଇଁ ହସ୍ତସନ୍ତ : କେଉଁଠି କୁମ୍ପି ଭଙ୍ଗା ଯାଉଛି, ତ ଆଉ କେଉଁଠି କଥା କଟାକଟି

36

କନକ ବ୍ୟୁରୋ : ଖୁଚୁରା ଟଙ୍କା ନେଇ ହସ୍ତସନ୍ତ । କେଉଁଠି ଖୁଚୁରା ପାଇଁ କୁମ୍ପି ଭଙ୍ଗା ଯାଉଛି, ତ ଆଉ କେଉଁଠି କଥାକଟାକଟି ହେଉଛି । ପୁରୁଣା ୫ଶହ ଏବଂ ହଜାରେ ଟଙ୍କିଆ ନୋଟ୍ ବନ୍ଦ ହେବା ସହ ବହୁ ଏଟିଏମ୍ ବନ୍ଦ ଥିବାରୁ ବଜାର ଉପରେ ପଡ଼ିଛି ଖୁଚୁରା ମାଡ଼ ।

ଦେଖନ୍ତୁ ଏହି ରିପୋର୍ଟ –