ଆଜି ଅପରାହ୍ନରେ କୃଷି କ୍ୟାବିନେଟ ବୈଠକ

72

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍:  ଆଜି ବସୁଛି ରାଜ୍ୟ କୃଷି କ୍ୟାବିନେଟ । ସଚିବାଳୟରେ ଆଜି ଅପରାହ୍ନରେ ବସିବାକୁ ଥିବା ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବା ସମ୍ଭାବନା ରହିଛି । ରାଜ୍ୟରେ ଶୀତଳଭଣ୍ଡାର ନିର୍ମାଣ, ନିୟନ୍ତ୍ରିତ ବଜାର କମିଟି ଗଠନ ଦ୍ୱାରା ମଣ୍ଡିଗୁଡିକର ଭିତିଭୂମି ବିକାଶ ଓ ପାନୀୟ ଜଳ ଯୋଗାଣ ଉପରେ ମୁଖ୍ୟତଃ ଆଲୋଚନା ହେବ ବୋଲି ଜଣାପଡିଛି ।