କୋରାପୁଟର ନାରାୟଣପାଟଣା ବସଷ୍ଟାଣ୍ଡରେ ଦୁର୍ଘଟଣା : ୭ ଜଣଙ୍କ ଅବସ୍ଥା ଗୁରୁତର

27

କୋରାପୁଟ : କୋରାପୁଟର ବସଷ୍ଟାଣ୍ଡରେ ଦୁର୍ଘଟଣା । ନାରାୟଣପାଟଣା ବସଷ୍ଟାଣ୍ଡରେ ଠିଆ ହୋଇଥିବା ବସକê ଧକ୍କା ଦେଇଛି କମାଣ୍ଡର । ଏଥିରେ କୌଣସି ମୃତାହତର ସୂଚନା ନଥିବା ବେଳେ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଘନ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡିଛି ।