କୋରାପୁଟ : ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦକୁ ନେଇ ବିଜେଡି-ବିଜେଡି ମଧ୍ୟରେ ଗୋଷ୍ଠୀ ବିବାଦ

51

କନକ ବ୍ୟୁରୋ : ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦକୁ ନେଇ କୋରାପୁଟରେ ବିଜେଡି-ବିଜେଡି ମଧ୍ୟରେ ଆରମ୍ଭ ହୋଇଛି ଗୋଷ୍ଠୀ ବିବାଦ । ଅଧ୍ୟକ୍ଷ ପଦ ପାଇଁ ନମିନେସନ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଦଳୀୟ ପତାକାକୁ ମଧ୍ୟ ପୋଡି ଦେଇଛନ୍ତି ଉତ୍ୟକ୍ତ କର୍ମୀ । ସାଂସଦ ଝିନ୍ନ ହିକକା ଓ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କ ମଧ୍ୟରେ ଛକାପଂଝା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି ।