ମତ ଦେଉଛନ୍ତି ମତଦାତା । କୋରାପୁଟ ବିଧାନସଭା ଆସନ ପାଇଁ କାହାକୁ ବାଛିବେ ଜନତା?

61

କନକ ବ୍ୟୁରୋ: କୋରାପୁଟ ବିଧାନସଭା କ୍ଷେତ୍ରରେ ଚାଲିଛି ମତଦାନ । ନେତା ବାଛୁଛନ୍ତି ଜନତା ଜନାର୍ଦ୍ଦନ । କୋରାପୁଟ ଅଙ୍କକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନରେ ଯାଉଥିବା ଏହି ବିଧାନସଭା କ୍ଷେତ୍ରରେ ଭୋଟ ଦେଉଛନ୍ତି ମତଦାତା ।

୨୦୧୯ର ଲଢେଇ
ବିଜେଡି: ରଘୁରାମ ପଡାଲ
କଂଗ୍ରେସ: କୃଷ୍ଣ ଚନ୍ଦ୍ର କୁଳଦୀପ
ବିଜେପି: ତ୍ରିପୁରା ଗରାଡ
୨୦୧୯-ବିଜେଡି: ରଘୁରାମ ପଡାଲ
– ପୂର୍ବତନ ବିଧାୟକ
– ୨୦୦୯ରେ ବିଜେଡିରୁ ବିଧାୟକ ଥିଲେ
– ୨୦୧୪ରେ ଟିକେଟ୍ ମିଳିନଥିଲା
୨୦୧୯–କଂଗ୍ରେସ: କୃଷ୍ଣଚନ୍ଦ୍ର କୁଳଦୀପ
– କଂଗ୍ରେସର ନୂଆ ଚେହେରା
– ଠିକାଦାରରୁ ରାଜନେତା
– କୋରାପୁଟରେ ପରିଚିତ ବ୍ୟକ୍ତି
୨୦୧୯—ବିଜେପି: ତ୍ରିପୁରା ଗରଡ଼ା
– ବିଜେପିର ନୂଆ ମୁହଁ
– ଏଲଆଇସି ଡିଓରୁ ବିଧାୟକ ପ୍ରାର୍ଥୀ
– ୧୦ ବର୍ଷ ହେଲା ବିଜେଡିରେ ଥିଲେ
– ଟିକେଟ୍ ନମିଳିବାରୁ ବିଜେପିରେ ମିଶି ଟିକେଟ୍ ପାଇଛନ୍ତି
ମୈଦାନରେ ମହିଳା ପ୍ରାର୍ଥୀ
– ମହିଳା ପ୍ରାର୍ଥୀ ନାହାଁନ୍ତି
ମୁହାଁମୁହିଁ ପ୍ରାର୍ଥୀ
– ବିଜେଡି ପ୍ରାର୍ଥୀ ରଘୁରାମ ପୋଡାଲ ପୂର୍ବରୁ ୨୦୦୯ରେ ବିଧାୟକ ଥିଲେ
– କଂଗ୍ରେସ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର କୁଳଦୀପ ଠିକାଦାରରୁ ରାଜନେତା ହୋଇଛନ୍ତି
– ଆଗରୁ ନିର୍ବାଚନ ଲଢିନାହାଁନ୍ତି
– ବିଜେପି ପ୍ରାର୍ଥୀ ତ୍ରିପୁରା ଗରଡ଼ା ବିଜେଡିରୁ ଟିକେଟ୍ ନପାଇ ବିଜେପିରେ ମିଶି ଟିକେଟ୍ ହାତେଇଛନ୍ତି
– ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି
ନିର୍ବାଚନ ମଣ୍ଡଳୀ ତଥ୍ୟ
– କୋରାପୁଟ, ସୁନାବେଡା, ଲମତାପୁଟ ଏବଂ ବୈପାରୀଗୁଡା ବ୍ଳକ୍କୁ ନେଇ କୋରାପୁଟ ନିର୍ବାଚନମଣ୍ଡଳୀ ଗଠିତ ।
– କୋରାପୁଟର ୧୫ଟି ପଂଚାୟତ ଏବଂ ବୈପାରୀଗୁଡାର ୮ଟି ପଂଚାୟତ ରହିଛି ।
– ସୁନାବେଡ଼ା ଓ କୋରାପୁଟ ୨ ଟି ମ୍ୟୁନିସପାଲଟି ରହିଛି  ।
– କୋରାପୁଟ ମ୍ୟୁନିସପାଲଟି କଂଗ୍ରେସ କବଜାରେ ରହିଛି ।
– ସୁନାବେଡ଼ା ମ୍ୟୁନିସପାଲଟି ବିଜେଡ଼ି ଦଖଲରେ ରହିଛି ।

କୋରାପୁଟ ବିଧାନସଭା ଆସନ

– ଅନୁସୂଚିତ ଜାତି (ଏସସି) ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ
– ୨୦୦୯ରେ କଂଗ୍ରେସ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ସଗରିଆଙ୍କୁ ବିଜେଡି ପ୍ରାର୍ଥୀ ରଘୁରାମ ପୋଡାଲ ୧୧୧୪ ଭୋଟରେ ହରାଇଥିଲେ ।
– ୨୦୧୪ରେ କଂଗ୍ରେସ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ସଗରିଆ, ବିଜେଡି ପ୍ରାର୍ଥୀ ରଘୁରାମ ମାଛଙ୍କୁୁ ୪ ହଜାର ୯୭୬ ଭୋଟ୍ରେ ହରାଇଥିଲେ ।
– ୨୦୦୦ରୁ ୨୦୦୯ ଯାଏଁ କଂଗ୍ରେସରୁ ତାରାପ୍ରସାଦ ବାହୀନିପତି ବିଧାୟକ ଥିଲେ
୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୧୫ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୬୯ ହଜାର ୪୩୯
– ମତ ଦେଇଥିଲେ – ୧ ଲକ୍ଷ ୨୪ ହଜାର ୬୬୨
– ଭୋଟଦାନ ହାର – ୭୩.୫୭%
୨୦୧୪ର ଫଳାଫଳ
ପ୍ରାର୍ଥୀ                    ଦଳ                    ଭୋଟ ପ୍ରତିଶତ              ଫଳାଫଳ
ରଘୁରାମ ମାଛ       ବିଜେଡି                 ୪୫୬୯୬ ୩୬.୬୬%      ପରାସ୍ତ
କୃଷ୍ଣ ଚନ୍ଦ୍ର ସଗରିଆ   କଂଗ୍ରେସ               ୫୦୬୭୨ ୪୦.୬୫%        ବିଜୟୀ
ଜୟରାମ ଗରାଡ     ବିଜେପି                 ୧୩୬୬୫ ୧୦.୯୬%       ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ରଘୁରାମ ମାଛ
ଦଳ – ବିଜେଡି
ଭୋଟ –  ୪୫୬୯୬
ପ୍ରତିଶତ – ୩୬.୬୬%
ଫଳାଫଳ – ପରାସ୍ତ
ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ଜୟରାମ ଗରାଡ
ଦଳ – ବିଜେପି
ଭୋଟ -୧୩୬୬୫
ପ୍ରତିଶତ – ୧୦.୯୬%
ଫଳାଫଳ – ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – କୃଷ୍ଣ ଚନ୍ଦ୍ର ସଗରିଆ
ଦଳ – କଂଗ୍ରେସ
ଭୋଟ – ୫୦୬୭୨
ପ୍ରତିଶତ – ୪୦.୬୫%
ଫଳାଫଳ – ବିଜୟୀ
କିଏ ମାରିଥିଲା ବାଜି?
– କଂଗ୍ରେସ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ସଗରିଆ ଜିତିଥିଲେ
– ୫୦ ହଜାର ୬୭୨ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
– ବିଜେଡି ପ୍ରାର୍ଥୀ ରଘୁରାମ ମାଛଙ୍କୁ ପରାସ୍ତ କରିଥିଲେ
– ୪ ହଜାର ୯୭୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୧୨ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ର ଲଢେଇ
– ମୈଦାନରେ ଥିଲେ ମୋଟ ୧୨ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୬୧ ହଜାର ୭୯୭
– ମତ ଦେଇଥିଲେ – ୯୫ ହଜାର ୦୪୩
– ଭୋଟଦାନ ହାର –
୨୦୦୯ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ରଘୁରାମ ପଡାଲ ବିଜେଡି       ୩୩୨୩୫ ୩୪.୯୭% ବିଜୟୀ
କୃଷ୍ଣଚନ୍ଦ୍ର ସଗରିଆ କଂଗ୍ରେସ ୩୨୧୨୧ ୩୩.୮୦% ପରାସ୍ତ
ଜୟରାମ ଗରାଡ ବିଜେପି ୮୯୧୭ ୯.୩୮% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ରଘୁରାମ ପଡାଲ
ଦଳ – ବିଜେଡି
ଭୋଟ – ୩୩୨୩୫
ପ୍ରତିଶତ – ୩୪.୯୭%
ଫଳାଫଳ – ବିଜୟୀ
ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ଜୟରାମ ଗରାଡ
ଦଳ – ବିଜେପି
ଭୋଟ -୮୯୧୭
ପ୍ରତିଶତ – ୯.୩୮%
ଫଳାଫଳ – ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – କୃଷ୍ଣଚନ୍ଦ୍ର ସଗରିଆ
ଦଳ – କଂଗ୍ରେସ
ଭୋଟ -୩୨୧୨୧
ପ୍ରତିଶତ – ୩୩.୮୦%
ଫଳାଫଳ – ପରାସ୍ତ
କିଏ ମାରିଥିଲା ବାଜି?
– ବିଜେଡିର ରଘୁରାମ ପଡାଲ ବିଜୟୀ ହୋଇଥିଲେ
– ୩୩ ହଜାର ୨୩୫ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ସଗରିଆଙ୍କୁ ପରାସ୍ତ କରିଥିଲେ
– ୧୧ ଶହ ୧୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ
– ବିଜେପି ପ୍ରାର୍ଥୀଙ୍କ ସମେତ ୧୦ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ ବନାମ ୨୦୧୪
– ୨୦୧୪ରେ ବିଜେଡି ପ୍ରାର୍ଥୀ ବଦଳାଇଥିଲା
– ରଘୁରାମ ପୋଡାଲଙ୍କ ସ୍ଥାନରେ ରଘୁରାମ ମାଛଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି

ମତାମତ

Your email address will not be published.