ବିପଜ୍ଜନକ ଅବସ୍ଥାରେ ସୂର୍ଯ୍ୟ ମନ୍ଦିର ! ଭୁଶୁଡି ଯାଇପାରେ କୋଣାର୍କ

40

କୋଣାର୍କ : କୋଣାର୍କ ସୂର୍ଯ୍ୟ ମନ୍ଦିର ଏବେ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ରହିଛି । କେଉଁ ସମୟରେ ଭୁଶୁଡ଼ି ପଡ଼ିିବ ତାହା କହି ହେବ ନାହିଁ। ଜଗମୋହନରେ ଭର୍ତି ହୋଇଥିବା ତିରିଶ ଫୁଟ ବାଲିରୁ ଏବେ କୋଡିଏ ଫୁଟ ବାଲି ଦବିଯାଇଛି । ଭିତର କାନ୍ଥକୁ ସୁରକ୍ଷା ଦେବା ପାଇଁ ଦିଆଯାଇଥିବା ଲୁହା ବିମ୍‌ ମଧ୍ୟ ଖସି ପଡ଼ିଛି । କେନ୍ଦ୍ରୀୟ ବିଲ୍‌ଡିଂ ରିସର୍ଚ ଇନଷ୍ଟିଟ୍ୟୁଟ୍‌ ଦ୍ୱାରା ହୋଇଥିବା ଅନୁଧ୍ୟାନରୁ ଏହା ଜଣାପଡ଼ିଛି । ଏହି ତଥ୍ୟ ମିଳିବା ପରେ ବିଶେଷଜ୍ଞମାନେ ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :