ଆଜି ଇଂଲଣ୍ଡ-ଇଣ୍ଡିଆ ଶେଷ ଦିନିକିଆ : କୋଲକାତା ଇଡେନ ଗାର୍ଡେନରେ ଟକ୍କର

35

କନକ ବ୍ୟୁରୋ : ଆଜି କୋଲକାତାର ଇଡେନ ଗାର୍ଡେନରେ ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ଶେଷ ମ୍ୟାଚ ଖେଳାଯିବ । ତିନି ମ୍ୟାଚ ବିଶିଷ୍ଟ ଏକ ଦିବସୀୟ ସିରିଜକୁ ଭାରତ ୨-୦ରେ ଆଗୁଆ ରହି କବଜା କରିସାରିଛି ।

ଆଜିର ଫଳାଫଳ ସିରିଜ ବିଜୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଅନ୍ୟପଟେ ୩-୦ରେ କ୍ଲିନ ସୁଇପ ଲକ୍ଷ୍ୟରେ ଟିମ ଇଣ୍ଡିଆ ଗ୍ରାଉଣ୍ଡକୁ ଯିବ । ଅନ୍ୟପଟେ ସମ୍ମାନ ର କ୍ଷା କରିବାକୁ ଉଦ୍ୟମ କରିବ ଇଂଲଣ୍ଡ ଦଳ ।