ଦୋଛକିରେ ଦାମ୍ପତ୍ୟ ! ରିଲ୍ ଝିଅ ସହ ଆମୀରଙ୍କ ବଢୁଥିବା ସଂପର୍କକୁ ନେଇ ଖପ୍ପା ପତ୍ନୀ

47

ନିଜ ଝିଅ ପ୍ରତି ଆକର୍ଷିତ ମିଷ୍ଟର୍ ପରଫେକ୍ଟନିଷ୍ଟ୍ । ସିନେମା ‘ଦଙ୍ଗଲ୍’ରେ ଆମୀରଙ୍କ ଝିଅ ଗୀତା ଭୂମିକାରେ ଅଭିନୟ କରିଥିବା ଫାତିମା ସନାଙ୍କ ସହ ଆମୀର ହେଉଛନ୍ତି ନିକଟତର । ଫଳରେ ଉଭୟଙ୍କ ମଧ୍ୟରେ ବଢୁଥିବା ସଂପର୍କକୁ ଖପ୍ପା ଆମୀରଙ୍କ ପତ୍ନୀ କିରଣ ରାଓ ।

ସୂଚନା ଅନୁସାରେ, ଆମୀରଙ୍କ ଆଗାମୀ ସିନେମା ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ୍’ରେ ଅଭିନୟ କରୁଛନ୍ତି ରିଲ୍ ଝିଅ ଫାତିମା । ତେବେ ଏହି ସିନେମାରେ ରିଲ୍ ଝିଅ ସହ ରୋସାନ୍ସ କରିବାର ନଜର ଆସିବେ । ସିନେମାରେ ଫାତିମାଙ୍କୁ କାଷ୍ଟ କରିଛନ୍ତି ନିଜେ ଆମୀର୍ । ଶୁଣିବାକୁ ମିଳୁଛି ଉଭୟଙ୍କ ମଧ୍ୟରେ ଧୀରେ ଧୀରେ ସଂପର୍କ ଗଭୀର ହେବାରେ ଲାଗିଛି । ଯାହା କଷ୍ଟ ଦେଉଛି କିରଣଙ୍କୁ ।

ସୌଜନ୍ୟ : ଫିଲ୍ମିବିଟ୍